କ୍ଷେତ୍ରୀୟ ସୁଗମ୍ୟ କେନ୍ଦ୍ର, ପୂର୍ବ-ଦେଶୀୟ କ୍ଷେତ୍ର :-(ଆର୍.ସି. ଏଫ୍.ସି)

ରାଷ୍ଟ୍ରୀୟ ଔଷଧୀୟ ବୃକ୍ଷ ପରିଷଦର କାର୍ଯ୍ୟକ୍ରମ ଗୁଡିକୁ ଫଳପ୍ରଦ କରିବାପାଇଁ ଭାରତ ସରକାର ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଦେଶରେ ବିଭିନ୍ନ ଆଞ୍ଚଳିକ କ୍ଷେତ୍ର ଗୁଡ଼ିକରେ ସ୍ଥାପିତ କରାଯାଇଥିବା ୭ଟି କେନ୍ଦ୍ର ମଧ୍ୟରୁ କ୍ଷେତ୍ରୀୟ ସୁଗମ୍ୟ କେନ୍ଦ୍ର, ପୂର୍ବ-ଦେଶୀୟ କ୍ଷେତ୍ର, ଏନ୍.ଏମ୍.ପି.ବି , ଯାଦବପୁର ବିଶ୍ୱବିଦ୍ୟାଳୟ ଠାରେ ସ୍ଥାପିତ କରାଯାଇଅଛି ।

Read More

ରାଷ୍ଟ୍ରୀୟ ଔଷଧୀୟ ବୃକ୍ଷ ପରିଷଦ :-(ଏନ୍.ଏମ୍.ପି.ବି)

ବ୍ୟାପାର, ରପ୍ତାନି, ସଂରକ୍ଷଣ ଓ ଚାଷର ବିକାଶ ପାଇଁ ଔଷଧୀୟ ବୃକ୍ଷ ସମ୍ବନ୍ଧୀୟ ଓ ସରକାରୀ ନୀତିକୁ ସମର୍ଥନ ସମ୍ବନ୍ଧୀୟ ସବୁ ମାମଲାର ସମଗୁରୁତ୍ଵ ପାଇଁ ଭାରତ ସରକାରଙ୍କ ଦ୍ଵାରା ରାଷ୍ଟ୍ରୀୟ ଔଷଧୀୟ ବୃକ୍ଷ ପରିଷଦ କୁ ସ୍ଥାପିତ କରାଯାଇଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଏହି ପରିଷଦ କାର୍ଯ୍ୟ କରୁଅଛି ।

Read More

ଯାଦବପୁର ବିଶ୍ଵବିଦ୍ୟାଳୟ

ଯାଦବପୁର ବିଶ୍ୱବିଦ୍ୟାଳୟ ୧୯୫୫ ମସିହାରୁ ଏକ ରାଜ୍ୟ ଏକାତ୍ମକ ବିଶ୍ୱବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଅଛି । ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଛି । ବିଶ୍ବବିଦ୍ୟାଳୟର ଶ୍ରେଣୀରେ ୫ମ ସ୍ଥାନ, ୧୨ତମ ସ୍ଥାନ ହାସଲ କରିଛି ସମଗ୍ର ଶ୍ରେଣୀରେ ଏନ୍.ଆଇ.ଅର୍.ଏଫ୍ , ଏମ୍.ଏଚ୍. ଆର୍. ଡି ଭରତ ସରକାରଙ୍କ ଦ୍ଵାରା ।

Read More
Bihar Jharkhand Odisha West Bengal